• Skip to main content
  • Screen Reader Access

  • Home
  • KACCM, Bargarh → ଆଜି ତା ୩୦ ଜାନୁଆରୀ ୨୦୨୬ କୃତାର୍ଥ ଆଚାର୍ଯ୍ୟ ସମବାୟ ପରିଚାଳନା କେନ୍ଦ୍ର, ବରଗଡ ଅନୁକୂଲ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟ ର ବିକ୍ରୟ ଶାଖା କର୍ମଚାରୀଙ୍କ ନିମନ୍ତେ ଏକ ଦିବସୀୟ ବିକ୍ରି ଦକ୍ଷତା ଓ କମ୍ପୁଟରିକରଣ ହସ୍ତକ୍ଷ୍ୟେପ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶ୍ରୀଯୂକ୍ତ ଦେବଜୀତ ନନ୍ଦୀ, ଉପ ନିର୍ଦେଶକ ବୟନଶିଳ୍ପ, ବରଗଡ଼, ଶ୍ରୀଯୂକ୍ତ ଶରତ୍ ଲାଲ ସିଂହ ସମ୍ପାଦକ ଓ ଶ୍ରୀଯୂକ୍ତ ହେମନ୍ତ ମିଶ୍ର, ବିପଣ ଅଧିକାରୀ ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ମୁଖ୍ୟ ଆକର୍ଷଣ ରେ ଅବସରପ୍ରାପ୍ତ ପ୍ରଫେସସର ବିଶ୍ୱଜିତ ଶତପଥି, ବ୍ୟବସାୟ ପ୍ରଶାସନ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ତାଲିମ କେନ୍ଦ୍ର ଅଧ୍ୟକ୍ଷ, ସୁଜିତ କୁମାର ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ l → Gallery