• Skip to main content
  • Screen Reader Access
Announcements

  • Home
  • KACCM, Bargarh → ଆଜି ତା ୦୪ ଫେବୃୟାରୀ ୨୦୨୬ କୃତାର୍ଥ ଆଚାର୍ଯ୍ୟ ସମବାୟ ପରିଚାଳନା କେନ୍ଦ୍ର, ବରଗଡ ଅନୁକୂଲ୍ୟରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବରଗଡ ଅଧିନସ୍ଥ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବି ମାନଙ୍କ ନିମନ୍ତେ ଏକ ଦିବସୀୟ ଦକ୍ଷତା ଅଭିବୃଦ୍ଧି ଓ ସଶକ୍ତିକରଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶ୍ରୀଯୂକ୍ତ ଠାକୁର ରାମ ପଟେଲ, ଅବସରପ୍ରପ୍ତ SARCS, ଡା. ରମାକାନ୍ତ ଶତପଥି, ଶ୍ରୀ ମହିମା ନନ୍ଦ ନାୟକ, ICS ଓ ତାଲିମ କେନ୍ଦ୍ର ଅଧ୍ୟକ୍ଷ, ସୁଜିତ କୁମାର ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଶ୍ରୀଯୂକ୍ତ ଠାକୁର ରାମ ପଟେଲ, ଅବସରପ୍ରପ୍ତ SARCS ସମବାୟ ଆଇନ୍, ପରିଚାଳନା ପରିଷଦ ସଭ୍ୟ ଓ ସଭ୍ୟ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ତାଲିମ୍ ଦେବା ବେଳେ ଡା. ରମାକାନ୍ତ ଶତପଥି, ଖାଉଟି ଅଦାଲତ ସମବାୟ ମାଧ୍ୟମରେ ଅନ୍ତର୍ଭୁକ୍ତିକରଣ କଥାକୁ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ୪୩ ଜଣ ଯୋଗଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ସୁଜିତ କୁମାର ରଥ ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ବରଗଡ ଅଧିକାରୀ କାର୍ଯ୍ୟାଳୟର ଶ୍ରୀ ମହିମା ନନ୍ଦ ନାୟକ, ICS ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l → Gallery